ରାଜନୀତି

ରେକର୍ଡ ବୁକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଫଟୋଚିତ୍ର

ରେକର୍ଡ ବୁକରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଫଟୋଚିତ୍ର । ଏସିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି ୬୦ ହଜାର ରଙ୍ଗୀନ ଦୀପରେ ନିର୍ମିତ ହୋଇଛି ଏହି ଫଟୋଚିତ୍ର ।

୬୦ ଫୁଟ ଲମ୍ବ ଓ ୫୫ ଫୁଟ ଚଉଡ଼ାର ଏହି ଫଟୋଚିତ୍ରକୁ ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତୁତ କରାଯାଇ ବିଜୁ ବାବୁଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ରାଉରକେଲା ଛେଣ୍ଡ କଲୋନୀରେ ଏହାକୁ ନିର୍ମାଣ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com