ରାଜନୀତି

ମହିଳାଙ୍କ ବିରୋଧରେ ହିଂସା ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀଙ୍କୁ ଟାର୍ଗେଟ୍ କଲା ବିଜେଡି

ମହିଳାଙ୍କ ବିରୋଧରେ ହିଂସା ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀଙ୍କୁ ଟାର୍ଗେଟ୍ କଲା ବିଜେଡି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଲା ବିଜେଡ଼ି। ମହିଳାଙ୍କ ଉପରେ ଅଧିକ ହିଂସା ଉତ୍ତରପ୍ରଦେଶ,କର୍ଣ୍ଣାଟକ, ମହାରାଷ୍ଟ୍ର ଆଉ ପଶ୍ଚିମବଙ୍ଗରେ ଅଧିକ ରହିଛି ।

ଏହି ସବୁ ବିଜେପି ଶାସିତ ରାଜ୍ୟରେ ସବୁଠୁ ଅଧିକ ମହିଳାଙ୍କ ଉପରେ ହିଂସା ହୋଇଛି । ହେଲେ ଅର୍ଦ୍ଧସତ୍ୟ ତଥ୍ୟ ଦେଇ ଓଡ଼ିଶାକୁ ଅଧିକ ଅପମାନିତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com