Featuredଜାତୀୟ

ମୋହିତ ପାଣ୍ଡେଙ୍କୁ ଅଯୋଧ୍ୟା ରାମ ମନ୍ଦିରର ପୂଜକ ଭାବେ ନିଯୁକ୍ତି

ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାର ମୋହିତ ପାଣ୍ଡେଙ୍କୁ ଅଯୋଧ୍ୟା ରାମ ମନ୍ଦିରର ପୂଜକ ଭାବେ ନିଯୁକ୍ତି ମିଳିଛି ।

ମୋହିତ ପାଣ୍ଡ୍ୟା ବିଶେଷ ଭାବେ ଶ୍ରୀ ଦୂଧେଶ୍ୱର ନାଥ ମଠ ମହାଦେବ ମନ୍ଦିରରେ ଶ୍ରୀ ଦୂଧେଶ୍ୱର ପୀଠାଧିଶ୍ମର, ଦିଲ୍ଲୀ ସଂନ୍ଥ ମହାମଣ୍ଡଳର ରାଷ୍ଟ୍ରୀୟ ସଭାପତି ତଥା ୟୁନାଇଟେଡ ହିନ୍ଦୁ ଫ୍ରଣ୍ଟର ସଭାପତି ଶ୍ରୀ ପଞ୍ଚମ ଦଶମ ଜୁନା ଆଖଡାଙ୍କ ତତ୍ୱାବଧାନରେ ଶ୍ରୀ ଦୂଧେଶ୍ୱର ପୀଠାଧିଶ୍ୱରଙ୍କ ପାଇଁ ଏହା ଏକ ବଡ ସଫଳତା ।

Related Articles

Back to top button