Featuredଅନ୍ୟାନ୍ୟ

ଦିଲ୍ଲୀ ଆକାଶରେ ସିନେରିଅମ ଶାଗୁଣା ଉଡୁଥିବା ନଜର ଆସିଥିଲା

ତିନି ଦିନ ପୂର୍ବରୁ ଦିଲ୍ଲୀ ଆକାଶରେ ଦେଖାଗଲା ଜଟାୟୁ। ଥଣ୍ଡାର ପ୍ରଭାବ ଟିକେ କମ ଥିବାବେଳେ ସୂର୍ଯ୍ୟର ଝାପସା କିରଣରେ ହଠାତ ଆକାଶରେ ଦେଖାଗଲା ଏକ ବିରଳ ପକ୍ଷୀ । ଭଲଭାବେ ଚଢେଇଟିକୁ ନୀରିକ୍ଷଣ କରିବା ପରେ ଜଣାପଡିଥିଲା ଯେ ଏହା ହେଉଛି ଏକ ବିରଳ ଶାଗୁଣା ।

ଦିଲ୍ଲୀ ଏନସିଆରରେ ଅତି କମରେ ତିନି ଦଶକ ପରେ ଦେଖାଦେଇଛି ଶାଗୁଣା । ଶେଷ ଥର ପାଇଁ ୧୯୬୯ରେ ଏହି ଦୁର୍ଲଭ ପକ୍ଷୀ ଦେଖିବାକୁ ମିଳିଥିଲା । ପ୍ରାୟ ୫୪ ବର୍ଷ ପରେ ପୁଣି ଥରେ ଦିଲ୍ଲୀ ଆକାଶରେ ସିନେରିଅମ ଶାଗୁଣା ଉଡୁଥିବା ନଜର ଆସିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com