ରାଜନୀତି

ଶ୍ରୀମୟୀ ମିଶ୍ରଙ୍କୁ ଉତର ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି

୨୦୨୪ ସାଧାରଣ ନିର୍ବାଚନକୁ ମାସ କେଇଟା ବାକି ଥିବା ବେଳେ ଦଳ ଶ୍ରୀମୟୀ ମିଶ୍ରଙ୍କୁ ଉତର ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ଆଉ ଏହାରି ଭିତରେ ଭୁବନେଶ୍ୱର ଉପକଣ୍ଠ କଲ୍ୟାଣପୁର ଗାଁରେ ଜନସର୍ମ୍ପକ ଅଭିଯାନ ଆରମ୍ଭ କରିଛନ୍ତି ଶ୍ରୀମୟୀ ମିଶ୍ର ।

ଶ୍ରୀମୟୀ ମିଶ୍ର ଜଣାଶୁଣା ପୁରୁଣା ଟେଲିଭିଜନ ଚେହେରା, ପଶ୍ଚିମ ଓଡ଼ିଶାରେ ଲୋକପ୍ରିୟ ନେତ୍ରୀ । ପୂର୍ବରୁ ବିଜେଡିର ମୁଖପାତ୍ର, ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ଥିବା ବେଳେ ଓଟିଡିସିର ଚେୟାରମ୍ୟାନ ଭାବେ ବି ଦାୟିତ୍ୱ ତୁଲାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com