ଅନ୍ୟାନ୍ୟ

ଖରାପ ରିଭ୍ୟୁ ଦେବା ଯୋଗୁଁ ଫୁଡ୍ ଡେଲିଭରୀ ବୟ ଜଣେ ମହିଳାଙ୍କୁ ଧମକାଇବାକୁ ପଛାଇ ନାହାଁନ୍ତି

ଖରାପ ରିଭ୍ୟୁ ଦେବା ଯୋଗୁଁ ଫୁଡ୍ ଡେଲିଭରୀ ବୟ ଜଣେ ମହିଳାଙ୍କୁ ଧମକାଇବାକୁ ପଛାଇ ନାହାଁନ୍ତି । ଖାଲି ଏତିକି ନୁହେଁ ସେ ଏକ ବାଡ଼ି ଧରି ମହିଳାଙ୍କ ଘର ବାହାରେ ଠିଆ ହେବା ସହ ତାଙ୍କୁ ବିଷ ଦେଇ ମାରିବାକୁ ଧମକ ଦେଇଛନ୍ତି ।

‘ଖାଇବାରେ ବିଷ ମିଶାଇ ଦେବି, ତୁମେ ଖାଲି ମୃତ୍ୟୁକୁ ଅପେକ୍ଷା କର’ ବୋଲି ମହିଳାଙ୍କୁ ଧମକ ଦେଇଛନ୍ତି । ଏହି ଘଟଣା ଚାଇନାର ଫୁଜିଆନ୍ ଅଞ୍ଚଳର। ପୀଡିତା ମହିଳାଙ୍କ ବନ୍ଧୁ ଲି ସୋସିଆଲ ମିଡିଆରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ସେ ଏକ ଭିଡିଓ ସେୟାର କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com