ଅନ୍ତର୍ଜାତୀୟ

ଚୀନରେ ବ୍ୟାପୁଥିବା ରହସ୍ୟମୟ ନିମୋନିଆ

ଚୀନରେ ବ୍ୟାପୁଥିବା ରହସ୍ୟମୟ ନିମୋନିଆ ଏବେ ଯୁକ୍ତରାଷ୍ଟ୍ର ଆମେରିକାକୁ ବ୍ୟାପିଲାଣି। ହଠାତ୍‌ ଆମେରିକାର ବହୁ ସଂଖ୍ୟକ ଶିଶୁ ନିମୋନିଆରେ ଆକ୍ରାନ୍ତ ହେଉଛନ୍ତି।

ଏହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଆମେରିକାର ଓହାୟୋର ୱାରେନ୍ କାଉଣ୍ଟିରେ ୧୪୫ ଶିଶୁ ନିମୋନିଆ ରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ବୟସ ୩ରୁ ୧୪ ବର୍ଷ ମଧ୍ୟରେ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com