ମନୋରଞ୍ଜନ

ରାକ୍ଷୀ ସାୱନ୍ତଙ୍କ ପୂର୍ବତନ ସ୍ବାମୀ ଆଦିଲ ଖାନ ଦୁର୍ରାନୀ କିଛିଦିନ ତଳେ ସ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ

ବଲିଉଡର ଡ୍ରାମା କୁଇନ କୁହାଯାଉଥିବା ରାକ୍ଷୀ ସାୱନ୍ତଙ୍କ ପୂର୍ବତନ ସ୍ବାମୀ ଆଦିଲ ଖାନ ଦୁର୍ରାନୀ କିଛିଦିନ ତଳେ ସ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଆଦିଲ ଅଭିଯୋଗ କରି କହିଥିଲେ କି , ରାକ୍ଷୀ ତାଙ୍କ ବ୍ୟକ୍ତିଗତକଥାକୁ ସର୍ବସାଧାରଣ କରୁଛନ୍ତି।

ଏମିତିକି ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋକୁ ସେ ଗଣମାଧ୍ୟମକୁ ବି ଦେଇଛନ୍ତି।ମୁମ୍ବାଇରେ ରାକ୍ଷୀ ଏହି ଘଟଣାକୁ ନେଇ ଗିରଫ ନହେବାପାଇଁ ଜାମିନ ଆବେଦନ କରିଥିଲେ। ଯାହାକୁ କୋର୍ଟ ଖାରଜ କରି ଦେଇଛନ୍ତି।

Related Articles

Back to top button