କ୍ରୀଡ଼ା

ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରସିଦ୍ଧ ଋଷଭ ପନ୍ତ

ବିସ୍ଫୋରକ ବ୍ୟାଟିଂ ପାଇଁ ପ୍ରସିଦ୍ଧ ଋଷଭ ପନ୍ତ ଖୁବ ଶୀଘ୍ର କ୍ରିକେଟ୍ ମୈଇଦାନକୁ ଫେରିବା ପାଇଁ ଯାଉଛନ୍ତି । ସେ ଏକ ମେଗା ଟୁର୍ନାମେଣ୍ଟର ଖେଳିବା ନେଇ ମଧ୍ୟ ଖବର ରହିଛି ।

କିଛି ସମୟ ହେଲା, ଋଷଭ ପନ୍ତଙ୍କୁ ଜିମ ବାହାରେ ସ୍ପଟ୍ କରାଯାଉଛି, ଏପରକି ସେ ସାଇକେଲ ଚଲାଉଥିବାର ମଧ୍ୟ ନଜର ଆସୁଛନ୍ତି । ଯଦି ରିପୋର୍ଟଗୁଡିକୁ ବିଶ୍ୱାସ କରାଯାଏ ତେବେ, ଋଷଭ ପନ୍ତ ଆଇପିଏଲ୍ ୨୦୨୪ ସୁଦ୍ଧା ସମ୍ପୂର୍ଣ୍ଣ ଫିଟ୍ ହେବାର ଆଶଙ୍କା ରହିଛି । ହେଲେ ଏପର୍ଯ୍ୟନ୍ତ ଏନେଇ କୌଣସି ଅଫିସିଆଲ ଆନାଉନ୍ସମେଣ୍ଟ କରାଯାଇ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com