ଅନ୍ତର୍ଜାତୀୟ
ଚାଇନା ଏବଂ ତାଇୱାନ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି
ଚାଇନା ଏବଂ ତାଇୱାନ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି ଖୁବ ଶୀଘ୍ର ଚାଇନା ତାଇୱାନ ଉପରେ ଆକ୍ରମଣ କରିବା ଭଳି କିଛି ବଡ ପଦକ୍ଷେପ ନେଇପାରେ।
ମାତ୍ର ଏଭଳି କରିବା ଚାଇନା ପାଇଁ ବଡ଼ ଭୁଲ ହେବ ବୋଲି କୁହାଯାଉଛି। ବାସ୍ତବରେ ଚାଇନା ଭାରତ ମହାସାଗରରେ ଅଟକି ଯାଇପାରେ। ସୁରକ୍ଷା ବିଶେଷଜ୍ଞମାନଙ୍କ ଅନୁସାରେ ଯୁଦ୍ଧ ହେଲେ ଭାରତ ମହାସାଗରକୁ ଚାଇନାର ତୈଳ ଯୋଗାଣ ବ୍ୟାହତ ହୋଇପାରେ।