କ୍ରୀଡ଼ା

ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ପନ୍ଦର ବର୍ଷ ପୂରଣ କରିଛନ୍ତି

ନିକଟରେ ଭାରତୀୟ କ୍ରିକେଟର ସୁପର ଷ୍ଟାର୍ ବିରାଟ କୋହଲି ଆନ୍ତର୍ଜାତୀୟ କ୍ରିକେଟରେ ପନ୍ଦର ବର୍ଷ ପୂରଣ କରିଛନ୍ତି । ଏହାକୁ ମନେ ରଖିବା ପାଇଁ ବିରାଟଙ୍କର ଜଣେ ପ୍ରଶଂସକ ତାଙ୍କୁ ଉପହାର ଦେବା ପାଇଁ ହୀରାର ଏକ ବ୍ୟାଟ ତିଆରି କରିଛନ୍ତି ଗୁଜୁରାଟର ହୀରା ବ୍ୟବସାୟୀ ।

୧.୦୪ କ୍ୟାରେଟ୍ ହୀରାରେ ଖଚିତ ବ୍ୟାଟ୍ ର ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା । ସୁରଟ ବ୍ୟବସାୟୀ ଉତ୍ପଲ ମିସ୍ତ୍ରୀ ଏହି ବ୍ୟାଟଟି ତିଆରି କରାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com