ଅନ୍ତର୍ଜାତୀୟ

ସ୍ପେନରେ ପାରିବାରିକ ଛୁଟି ସମୟରେ ନିଖୋଜ ଜଣେ ନାବାଳକ

ବ୍ରିଟେନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ୬ ବର୍ଷ ପୂର୍ବେ ସ୍ପେନରେ ପାରିବାରିକ ଛୁଟି ସମୟରେ ନିଖୋଜ ହୋଇଯାଇଥିବା ଜଣେ ନାବାଳକ ବର୍ତ୍ତମାନ ଫ୍ରାନ୍ସରୁ ମିଳିଛନ୍ତି।

୧୭ ବର୍ଷିୟ ଆଲେକ୍ସ ବ୍ୟାଟିଙ୍କୁ ଜଣେ ଡେଲିଭରି ଡ୍ରାଇଭର ତାଙ୍କୁ ରାସ୍ତାରେ ଦେଖି ପୋଲିସ ଷ୍ଟେଶନକୁ ନେଇଯାଇଥିଲେ। ୨୦୧୭ରେ ବ୍ୟାଟି ତାଙ୍କ ମା ଏବଂ ଜେଜେବାପାଙ୍କ ସହ ସ୍ପେନରେ ଛୁଟି କାଟିବା ପରେ ନିଖୋଜ ହୋଇଯାଇଥିଲେ।

Related Articles

Back to top button