କ୍ରୀଡ଼ା

ଦିନିକିଆ ବିଶ୍ୱକପ୍‌ ପରେ କୋହଲି ପ୍ରାୟ ୨୦ ଦିନ ବିଶ୍ରାମ ନେଇଥିଲେ

ଦିନିକିଆ ବିଶ୍ୱକପ୍‌ ପରେ କୋହଲି ପ୍ରାୟ ୨୦ ଦିନ ବିଶ୍ରାମ ନେଇଥିଲେ ଏବଂ ସମସ୍ତ ପ୍ରକାର କ୍ରିକେଟ ଠାରୁ ଦୂରେଇ ରହିଥିଲେ।ତେବେ ୨୬ ଡିସେମ୍ବରରୁ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ୍‌ ପ୍ରସ୍ତୁତି ପାଇଁ ଦଶ ଦିନ ପୂର୍ବରୁ ଦକ୍ଷିଣ ଆଫ୍ରିକା ଗସ୍ତ କରିଛନ୍ତି।

କୋହଲି କାଜୁଆଲ ଡ୍ରେସରେ ବିମାନବନ୍ଦରରେ ନଜର ଆସିଛନ୍ତି। ବିରାଟ ବିମାନବନ୍ଦର କର୍ମଚାରୀଙ୍କୁ ମଧ୍ୟ ସେଲଫି ଦେଇଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Related Articles

Back to top button