କ୍ରୀଡ଼ା
ମହେନ୍ଦ୍ର ସିଂହ ଧୋନୀଙ୍କ ପାଇଁ ଜଣେ ଆଇପିଏସ ଅଫିସରଙ୍କୁ ଜେଲ ଦଣ୍ଡାଦେଶ ହୋଇଛି
ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପାଇଁ ଜଣେ ଆଇପିଏସ ଅଫିସରଙ୍କୁ ଜେଲ ଦଣ୍ଡାଦେଶ ହୋଇଛି । ବର୍ତ୍ତମାନ ଅଫିସର ଜଣକ ଜେଲ୍ ଦଣ୍ଡ ଭୋଗିବେ ବୋଲି ଉଚ୍ଚ ନ୍ୟାୟାଳୟ ରାୟ ଶୁଣାଇଛନ୍ତି ।
ହାଇକୋର୍ଟଙ୍କ ଶୁଣାଣି ଅନୁସାରେ, ସମ୍ପୃକ୍ତ ଆଇପିଏସ ଅଧିକାରୀ ୧୫ ଦିନ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବେ । ଆଇପିଏଲରେ ଧୋନୀ ମ୍ୟାଚ ଫିକ୍ସିଙ୍ଗ କରିବା ସହ ବେଟିଂ କରୁଥିବା ଅଭିଯୋଗ ଆଣିଥିଲେ ଏହି ଅଫିସର ।