ମନୋରଞ୍ଜନ

ଦକ୍ଷିଣ ଏସୀୟ ସେଲିବ୍ରିଟି’ ତାଲିକାରେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ ଶୀର୍ଷରେ ରହିଛନ୍ତି

ବ୍ରିଟେନ୍‌ ପ୍ରସ୍ତୁତ ‘ବିଶ୍ୱର ଶ୍ରେଷ୍ଠ ୫୦ ଦକ୍ଷିଣ ଏସୀୟ ସେଲିବ୍ରିଟି’ ତାଲିକାରେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ ଶୀର୍ଷରେ ରହିଛନ୍ତି।

ଚଳିତ ବର୍ଷ ୫୮ ବର୍ଷୀୟ କିଙ୍ଗ୍‌ ଖାନଙ୍କ ଦୁଇଟି ଫିଲ୍ମ ‘ପଠାନ’ ଏବଂ ‘ଯବାନ’ ଚଳିତ ବର୍ଷର ଡବଲ୍‌ ବକ୍ସ ଅଫିସ ସଫଳତା ହାସଲ କରିଥିବାବେଳେ ଏବେ ଖ୍ରୀଷ୍ଟମାସ୍‌ରେ ତାଙ୍କର ‘ଡଙ୍କି’ ଫିଲ୍ମ ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହେଉଛି। ତେବେ ତାଲିକାର ଦ୍ୱିତୀୟ ସ୍ଥାନରେ ଆଲିଆ ଭଟ୍ଟ ସ୍ଥାନ ପାଇଥିବାବେଳେ ତୃତୀୟ ସ୍ଥାନରେ ପ୍ରିୟଙ୍କା ଚୋପ୍ରା ଜୋନାସ୍‌ ରହିଛନ୍ତି।

Related Articles

Back to top button