ମନୋରଞ୍ଜନ

ଦୀପାବଳିରେ ମୁକ୍ତିଲାଭ କରିଛି ସଲମାନ, କ୍ୟାଟ୍ରିନା ଟାଇଗର-୩

ଦୀପାବଳି ଅବସରରେ ମୁକ୍ତିଲାଭ କରିଛି ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଟାଇଗର-୩। ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପ୍ରଥମ ଶୋ’ରୁ ହିଁ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଛି।

ୟଶରାଜ ସ୍ପାଏ ୟୁନିଭର୍ସର ଏହା ପଞ୍ଚମ ଫିଲ୍ମ ଯେଉଁଥିରେ ଇମ୍ରାନ ହାସମୀ ଖଳନାୟକ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମର ପ୍ରଥମ ଶୋ’ ଦେଖି ପ୍ରଶଂସକମାନେ ଟାଇଗର-୩ ର ପ୍ରାରମ୍ଭିକ ସମୀକ୍ଷା ସୋସିଆଲ ମିଡିଆରେ ସେୟାର କରିଛନ୍ତି ଏବଂ ଏହାକୁ ଏକ ବ୍ଲକବଷ୍ଟର ଘୋଷଣା କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com