ରାଜନୀତି

ବଜେଟ ୨୦୨୪କୁ ଆଉ କିଛିଦିନ ବାକି

ବଜେଟ ୨୦୨୪କୁ ଆଉ କିଛିଦିନ ବାକି ଥିବାବେଳେ ଅର୍ଥନୀତିଜ୍ଞମାନେ ଏବେଠୁ ବିଭିନ୍ନ ଅଟକଳ ଆରମ୍ଭ କରିଛନ୍ତି। ଆଗକୁ ଲୋକସଭା ନିର୍ବାଚନ ଥିବାବେଳେ ବଜେଟରେ ସରକାର କାହା ଉପରେ ସୁନା କଳସ ଢାଳିବେ ସେ ନେଇ ଚର୍ଚ୍ଚା ଖୁବ୍‌ ଜୋର ଧରିଛି।

ଦାବି କରାଯାଉଛି କି, ଆସନ୍ତା ୨୪ ବଜେଟରେ ସରକାର ନୂଆ ଶ୍ରମ ଆଇନ ଆଣିପାରନ୍ତି। ଏଥିରେ ସପ୍ତାହକୁ ୩ଦିନ ଛୁଟି ମିଳିବ ବୋଲି ସରକାର ଘୋଷଣା କରିପାରନ୍ତି। ସୋସିଆଲ ମିଡିଆରେ ଏହିପରି ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ‘ଓ୍ବିକଅଫ୍‌ ପଲିସି’ ନେଇ ଉଲ୍ଲେଖ କରାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com