ରାଜନୀତି

ଲୋକସଭା ନିର୍ବାଚନ ସରିବା ପରେ କର୍ମଚାରୀଙ୍କୁ ଏକ ବଡ଼ ଉପହାର ମିଳିବାର ସମ୍ଭାବନା ରହିଛି

ଲୋକସଭା ନିର୍ବାଚନ ସରିବା ପରେ କର୍ମଚାରୀଙ୍କୁ ଏକ ବଡ଼ ଉପହାର ମିଳିବାର ସମ୍ଭାବନା ରହିଛି । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ନେଇ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ଗଠନ କରାଯାଇପାରେ ।

ଜୁନ୍ ୪ରେ ଲୋକସଭା ଫଳାଫଳ ଘୋଷଣା ହେବା ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଅନୁମାନ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com