ଅନ୍ତର୍ଜାତୀୟ

ମୁଜାଫରଗଡରେ ଜଣେ ବ୍ୟକ୍ତିଙ୍କୁ ପିଲାମାନଙ୍କୁ ହତ୍ୟା କରିବା ଏବଂ ସେମାନଙ୍କ ମାଂସ ଖାଇବା ଅଭିଯୋଗ

ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଜାଫରଗଡରେ ଜଣେ ବ୍ୟକ୍ତିଙ୍କୁ ପିଲାମାନଙ୍କୁ ହତ୍ୟା କରିବା ଏବଂ ସେମାନଙ୍କ ମାଂସ ଖାଇବା ଅଭିଯୋଗରେ ଗିରଫ କରାଯାଇଛି।

ନ୍ୟୁଜ ରିପୋର୍ଟ ଅନୁଯାୟୀ, ମୁଜାଫରଗଡର ସ୍ଥାନୀୟ ପୋଲିସ ସୂଚନା ଦେଇଛି ଯେ, ପାଞ୍ଚ ଦିନ ପୂର୍ବରୁ ମୁଜାଫରଗଡର ଖାନ ଗଡ ଅଞ୍ଚଳରୁ ତିନି ପିଲାଙ୍କୁ ଅପହରଣ କରାଯାଇଥିଲା। ବ୍ୟକ୍ତି ଜଣଙ୍କ ମଧ୍ୟ ମୁଜାଫରଗାହଠାରେ ଥିବା ଏକ ସ୍ଥାନୀୟ ଦର୍ଗାଠାରେ ମାଂସ ବଣ୍ଟନ କରିଥିଲେ। ୭ ବର୍ଷିୟ ଅଲି ହାସନଙ୍କ ବୟାନ ପରେ ପୋଲିସ ଯାଞ୍ଚ ଆରମ୍ଭ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com