କ୍ରୀଡ଼ା

ମହିଳା ଫୁଟବଲ ଫିଫା ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି

ମହିଳା ଫୁଟବଲ ଫିଫା ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ବିଶ୍ୱକପ୍‌ ବିଜୟୀ ସ୍ପେନ ନମ୍ବର ଓ୍ବାନ ସ୍ଥାନକୁ ଉନ୍ନୀତ ହୋଇଛି।

ୟୁଫା ନେଶନ୍ସ ଲିଗ୍‌ ସେମିଫାଇନାଲରେ ପ୍ରବେଶ କରିବା ପରେ ସ୍ପେନ ୧ ନମ୍ବରରେ ପହଞ୍ଚିଛି। ଯୁକ୍ତରାଷ୍ଟ୍ର ଆମେରିକା , ଫ୍ରାନ୍ସ ଏବଂ ବିଶ୍ୱକପ୍‌ ଫାଇନାଲିଷ୍ଟ ଇଂଲଣ୍ଡକୁ ପଛରେ ପକାଇ ସ୍ପେନ ପ୍ରଥମ ଥର ୧ ନମ୍ବର ହୋଇଛି। ସ୍ବିଡେନ ଚତୁର୍ଥ ସ୍ଥାନକୁ ଖସି ପଞ୍ଚମରେ ରହିଛି।

Related Articles

Back to top button