କ୍ରୀଡ଼ା

ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ମହିଳା ଟିମର ମୁଖ୍ୟ କୋଚ ବିଦ୍ୟୁତ ନରସିମହାଙ୍କୁ ମଦ ସହ ଜଡ଼ିତ ଅଭିଯୋଗ ଆଧାରରେ ସସପେଣ୍ଡ କରିଦିଆଯାଇଛି

ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ମହିଳା ଟିମର ମୁଖ୍ୟ କୋଚ ବିଦ୍ୟୁତ ନରସିମହାଙ୍କୁ ମଦ ସହ ଜଡ଼ିତ ଅଭିଯୋଗ ଆଧାରରେ ସସପେଣ୍ଡ କରିଦିଆଯାଇଛି ।

ଏହି ମାମଲାର ସମ୍ପୂର୍ଣ୍ଣ ଯାଞ୍ଚ ନ ସରିବା ପର୍ଯ୍ୟନ୍ତ ବିଦ୍ୟୁତଙ୍କ ଉପରେ ନିଲମ୍ବନ ବଳବତ୍ତର ରହିବ । ଏନେଇ ଏଚସିଏ ଅଧ୍ୟକ୍ଷ ଜଗନ ମୋହନ ରାଓ ବିଦ୍ୟୁତଙ୍କୁ ଏକ ପତ୍ର ଲେଖି ଜଣାଇଛନ୍ତି ।ନିକଟରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଇ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com