କ୍ରୀଡ଼ା

୩୩ କୋଟି ଟଙ୍କା ପୁରସ୍କାର

ଆଇସିସି କ୍ରିକେଟ ବିଶ୍ୱକପର ଫାଇନାଲ ମ୍ୟାଚ ରବିବାର ଅନୁଷ୍ଠିତ ହେବାକୁ ଯାଉଛି। ଫାଇନାଲ ମ୍ୟାଚରେ ଅହମ୍ମଦବାଦର ନରେନ୍ଦ୍ରମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି ଭାରତ।

ଟିମ ଇଣ୍ଡିଆ ଓ୍ବାଲର୍‌ଡକପ ଜିତିଲେ ବିସିସିଆଇ ୩୩.୨୫କୋଟି ଟଙ୍କା ପୁରସ୍କାର ପାଇବ। ଏହାପରେ ବିସିସିଆଇ ଏହାକୁ ଓ୍ବାଲର୍‌ଡକପ ଖେଳୁଥିବା ଟିମ୍‌, ଖେଳାଳୀ ଓ କୋଚଙ୍କ ମଧ୍ୟରେ ଭାଗବଣ୍ଟା କରିବ। ବିସିସିଆଇ କେବଳ ଏଥିରୁ ନୁହେଁ ସ୍ପନ୍ସରସିପ, ଟିକେଟ୍‌ ବିକ୍ରି ଓ ଟିଭି-ଡିଜିଟାଲ ରାଇଟରୁ ମଧ୍ୟ ଟଙ୍କା କମେଇବ।

Related Articles

Back to top button
WP Twitter Auto Publish Powered By : XYZScripts.com