କ୍ରୀଡ଼ା

ବିଶ୍ୱକପରେ ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ

ନିକଟରେ ଖେଳାଯାଇଥିବା ୨୦୨୩ ଦିନିକିଆ ବିଶ୍ୱକପରେ ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ରୋହିତ ୧୧ଟି ମ୍ୟାଚର ୧୧ ଇନିଂସରେ ହାରାହାରି ୫୪.୨୭ ଏବଂ ଷ୍ଟ୍ରାଇକ ହାର ୧୨୫.୯୫ ରେ ୫୯୭ରନ ସଂଗ୍ରହ କରିଥିଲେ।

ବର୍ତ୍ତମାନ ରୋହିତ ଶର୍ମା ଏକ ଦିବସୀୟରେ ସ୍ବର୍ଣ୍ଣାକ୍ଷରରେ ଇତିହାସ ସୃଷ୍ଟି କରିଛନ୍ତି ଏବଂ ୧୦ଟି ଭିନ୍ନ ବର୍ଷରେ ହାରାହାରି ହାର୫୦ ବଜାୟ ରଖିଛନ୍ତି। ରୋହିତ ଶର୍ମା ଏମିତି କରିବାରେ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ।

Related Articles

Back to top button
WP Twitter Auto Publish Powered By : XYZScripts.com