କ୍ରୀଡ଼ା

ମହମ୍ମଦ ସାମିଙ୍କ ସ୍ଥାନରେ ଉମରାନ୍ ମଲ୍ଲିକ

ଭୁବନେଶ୍ୱର, ୦୩/୧୨/୨୦୨୨-  ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ ପୂର୍ବରୁ ଦ୍ରୁତ ବୋଲର ମହମ୍ମଦ ସାମି ଆହତ ହୋଇ ଦଳରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଉମରାନ୍ ମଲ୍ଲିକ ଦଳରେ ସାମିଲ କରାଯାଇଛି । ଏହା ପୂର୍ବରୁ ଉମରାନ ଆର୍ୟଲାଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ପଦାର୍ପଣ କରିଥିଲେ । ରବିବାର ବାଂଲାଦେଶ ବିପକ୍ଷରେ ରୋହିତଙ୍କ ଅଧିନାୟକତ୍ୱରେ ପଡ଼ିଆକୁ ଓହ୍ଲାଇବ ଭାରତ ।

Related Articles

Back to top button
WP Twitter Auto Publish Powered By : XYZScripts.com