ଅନ୍ୟାନ୍ୟ

ଫେସବୁକର ଜଣେ ଅଧିକାରୀ ନିଜ କମ୍ପାନୀରୁ କୋଟିଏ ଟଙ୍କାର ଠକେଇରେ ଅଭିଯୁକ୍ତ ହୋଇଛନ୍ତି

ଫେସବୁକର ଜଣେ ଅଧିକାରୀ ନିଜ କମ୍ପାନୀରୁ କୋଟିଏ ଟଙ୍କାର ଠକେଇରେ ଅଭିଯୁକ୍ତ ହୋଇଛନ୍ତି। ଫେସବୁକର ବିବିଧତା, ସମାନତାର ପୂର୍ବତନ ଗ୍ଲୋବାଲ ହେଡ ବାରବରା ଫୁର୍ଲୋ ସ୍ମାଇଲ୍ସ ଅସାଧୁ ବ୍ୟବସାୟ, ନକଲି ଅଭିଯୋଗ ଓ ଲାଞ୍ଚ ମାଧ୍ୟମରେ କମ୍ପାନୀରୁ ୪ମିଲିୟନ (୩୨କୋଟି ଟଙ୍କା)ର ଠକେଇ କରିଥିବା ସ୍ବୀକାର କରିଛନ୍ତି।

ଫେସବୁକରେ ଚାକିରି କରୁଥିବା ସମୟରେ ୨୦୧୭ରୁ ୨୦୨୧ମଧ୍ୟରେ ସେ ଏହିସବୁ ଟଙ୍କା ଠକେଇ କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com