ଅନ୍ୟାନ୍ୟ

ବାତ୍ୟା ପ୍ରଭାବରେ ଓଡିଶାର ଚାଷୀକୁଳ ନାହିଁ ନଥିବା ସମସ୍ୟା

ବାତ୍ୟା ପ୍ରଭାବରେ ଓଡିଶାର ଚାଷୀକୁଳ ନାହିଁ ନଥିବା ସମସ୍ୟା ଭୋଗିଛନ୍ତି । ଅମଳ ହେବାକୁ ଥିବା ଧାନ ଚାଷ ନଷ୍ଟ ହୋଇଛି। ବାତ୍ୟା ପ୍ରଭାବରେ ଧାନ ଚାଷ କ୍ଷୟକ୍ଷତି ଆକଳନ କରି ତୁରନ୍ତ ରିପୋର୍ଟ ଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ନିର୍ଦ୍ଦେଶ ପାଇବା ପରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ଆରମ୍ଭ ହୋଇଛି ଆକଳନ। ଟାଙ୍ଗୀ ବ୍ଲକରେ କୃଷି ଅଧିକାରୀ ପହଁଚି ବିଭିନ୍ନ ଅଞ୍ଚଳ ଗସ୍ତ କରିଛନ୍ତି। ଟାଙ୍ଗୀର ବୋତଣ୍ଡା, ନିରାକାରପୁର, ବଡ଼ ପୋଖରୀଆ, ଆଦି ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com