ଅନ୍ୟାନ୍ୟ

ଟ୍ରେନ ରେଳ ଲାଇନରେ ହଂସକୁ ଦେଖି ଅଟକି ଯାଇଥିଲା

ଟ୍ରେନ ରେଳ ଲାଇନରେ ହଂସକୁ ଦେଖି ଅଟକି ଯାଇଥିଲା। ହଂସ ନ ଯିବା ପର୍ଯ୍ୟନ୍ତ ଟ୍ରେନ ସେଭଳି ଅଟକି ରହିଥିଲା। ଏବେ ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓଟି ଲଣ୍ଡନର ଏକ ରେଳ ଷ୍ଟେଶନର ଅଟେ। କୁହାଯାଉଛି ହଂସ ରେଳ ଲାଇନରେ ପ୍ରାୟ ୧୫ ମିନିଟ ରହିଥିଲା।କେତେକ ଏହି ଘଟଣାର ଏକ ଭିଡିଓ ରେକର୍ଡ କରିଥିଲେ। ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

Related Articles

Back to top button
WP Twitter Auto Publish Powered By : XYZScripts.com