ଜାତୀୟ

ବରଗଡ ଧନୁଯାତ୍ରା ପାଇଁ ଡିସେମ୍ବର ୨୨ରେ ସ୍ଥାପନ ହେବ ଶୁଭସ୍ତମ୍ଭ

ବରଗଡ ଧନୁଯାତ୍ରା ପାଇଁ ଡିସେମ୍ବର ୨୨ରେ ସ୍ଥାପନ ହେବ ଶୁଭସ୍ତମ୍ଭ । ହାଟପଦା ସ୍ଥିତ ସଞ୍ଚାର ପଡିଆରେ ସ୍ଥାପନ ହେବ ଶୁଭସ୍ତମ୍ଭ । ଜାନୁଆରୀ ୧୫ରୁ ୨୫ତାରିଖ ଯାଏଁ ଚାଲିବ ଧନୁଯାତ୍ରା । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦ୍ୱିତୀୟ ବୈଠକରେ ନିଷ୍ପତ୍ତି ।

ଧନୁଯାତ୍ରାରେ ଦୁଲୁକିବ ବରଗଡ । ଦେଖିବାକୁ ମିଳିବ ଭଗବାନ କୃଷ୍ଣଙ୍କ ଲୀଳା । କଂସ ମହାରାଜଙ୍କ ଗର୍ଜନରେ କମ୍ପିବ ମଞ୍ଚ । ଦୁଲୁକିବ ବଡଗଡ । ଭଗବାନଙ୍କ ଲୀଳା ଦେଖିବାକୁ ଲାଗିବ ଲୋକଙ୍କ ଭିଡ ।

Related Articles

Back to top button
WP Twitter Auto Publish Powered By : XYZScripts.com