ଜାତୀୟ

ବଜାରରେ ବିକ୍ରି ହେଉଥିବା ପାଣି ବୋତଲକୁ ନେଇ ଦେଶରେ ଖୁବ୍‌ଶୀଘ୍ର ଲାଗୁ ହେବାକୁ ଯାଉଛି ନୂଆ ନିୟମ

ବଜାରରେ ବିକ୍ରି ହେଉଥିବା ପାଣି ବୋତଲକୁ ନେଇ ଦେଶରେ ଖୁବ୍‌ଶୀଘ୍ର ଲାଗୁ ହେବାକୁ ଯାଉଛି ନୂଆ ନିୟମ। ପାଣି ବୋତଲ ବିକ୍ରି କ୍ଷେତ୍ରରେ କେନ୍ଦ୍ର ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି।

ଏଣିକି ପାଣି ବୋତଲ ବିକ୍ରି କରିବାକୁ ହେଲେ କମ୍ପାନୀଗୁଡ଼ିକୁ ଭାରତୀୟ ମାନକ ବ୍ୟୁରୋର ପ୍ରମାଣପତ୍ର ହାସଲ କରିବାକୁ ପଡ଼ିବ। ଏହି ନୂଆ ନିୟମକୁ ସରକାର ଆସନ୍ତା ଜୁନ୍ ମାସରୁ ଲାଗୁ କରିବାକୁ ଯାଉଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com