ଜାତୀୟ

ଦେଶରେ ପୁଣିଥରେ ମୁଣ୍ଡ ଟେକିଛି କରୋନାର ନୂଆ ଭାଇରସ

ଦେଶରେ ପୁଣିଥରେ ମୁଣ୍ଡ ଟେକିଛି କରୋନାର ନୂଆ ଭାଇରସ । ଏ ନେଇ କେନ୍ଦ୍ର ସରକାରଙ୍କ ତରପରୁ ସତର୍କ ସୂଚନା ଜାରି କରାଯାଇଛି । ସମସ୍ତ ରାଜ୍ୟର ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୋଭିଡ ସ୍ଥିତିକୁ ନେଇ ଚିଠି ପଠାଯାଇଛି ।

କେରଳରେ ଏହି ସଂକ୍ରମଣ ପୁଣିଥରେ ବଢିବାରୁ ସତର୍କ ରହିବା ପାଇଁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ଆଗକୁ ନୂଆବର୍ଷ ଉତ୍ସବ ଥିବା ବେଳେ ଏଥିପାଇଁ ସଂକ୍ରମଣ ଆହୁରି ବଢିବାର ଆଶଙ୍କା ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com