କ୍ରୀଡ଼ା
ପୁଣିଥରେ ଦିନିକିଆରେ ବିଶ୍ୱର ୧ନଂ ବ୍ୟାଟର ବନିଛନ୍ତି ପାକିସ୍ତାନର ବାବର ଆଜମ

ପୁଣିଥରେ ଦିନିକିଆରେ ବିଶ୍ୱର ୧ନଂ ବ୍ୟାଟର ବନିଛନ୍ତି ପାକିସ୍ତାନର ବାବର ଆଜମ। ସେ ଭାରତର ଶୁବମନ ଗିଲଙ୍କୁ ପଛରେ ପକାଇ ୧ନଂ ସ୍ଥାନ ଦଖଲ କରିଛନ୍ତି।
ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଗିଲ୍ ୧ନଂ ସ୍ଥାନରେ ଥିବା ବେଳେ ବାବର ୨ନଂକୁ ଖସିଥିଲେ। ମାତ୍ର କିଛି ସପ୍ତାହ ପରେ ବାବର ପୁଣି ୧ନଂ ସ୍ଥାନକୁ ଫେରିଛନ୍ତି।