ଜାତୀୟ

ଭାରତୀୟ କୁସ୍ତିସଂଘର ସଂଜୟ ସିଂ ଅଧ୍ୟକ୍ଷ ହେବା ପରେ ବିବାଦ ବଢିବାରେ ଲାଗିଛି

ଭାରତୀୟ କୁସ୍ତିସଂଘର ବ୍ରିଜଭୂଷଣ ଶରଣ ସିଂଙ୍କ ନିକଟତର କୁହାଯାଉଥିବା ସଂଜୟ ସିଂ ଅଧ୍ୟକ୍ଷ ହେବା ପରେ ବିବାଦ ବଢିବାରେ ଲାଗିଛି । ସାକ୍ଷୀ ମଲ୍ଲିକ କୁସ୍ତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଥିବା ବେଳେ,ବଜରଙ୍ଗ ପୁନିଆ ପଦ୍ମଶ୍ରୀ ପୁରସ୍କାର ଫେରାଇ ଦେଇଛନ୍ତି ।

ଏସବୁ ପରେ କେନ୍ଦ୍ର ସରକାର କୁସ୍ତିସଂଘକୁ ନିଲମ୍ବନ କରିଛି । ଏହାପରେ ଭାରତୀୟ କୁସ୍ତିସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ସିଂ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି କୁସ୍ତିସଂଘରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com