ଅନ୍ତର୍ଜାତୀୟମନୋରଞ୍ଜନ

ରଶ୍ମିକା ମନ୍ଦନାଙ୍କ ପରେ ବର୍ତ୍ତମାନ ଡିପଫେକ ଜାଲରେ ଫସିଲେ ବଲିଉଡ ଅଭିନେତ୍ରୀ କଟ୍ରିନା କୈଫ

ସାଉଥ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ପରେ ବର୍ତ୍ତମାନ ଡିପଫେକ ଜାଲରେ ଫସିଲେ ବଲିଉଡ ଅଭିନେତ୍ରୀ କଟ୍ରିନା କୈଫ। ଏକ ଫଟୋ ଭାଇରାଲ ହୋଇଥିଲା, ଯେଉଁଥିରେ ଜଣେ ଯୁବତୀଙ୍କ ଭିଡିଓରେ ଅଭିନେତ୍ରୀ ରଶ୍ମିକାଙ୍କ ମୁହଁ ଲଗାଯାଇ ଏହାକୁ ସେୟାର କରାଯାଇଥିଲା।

ଏବେ ଏହାର ଶିକାର ‌ହୋଇଛନ୍ତି କଟ୍ରିନ। ଆଗାମୀ ଫିଲ୍ମ ‘ଟାଇଗର-୩’ରେ କଟ୍ରିନା ଟାୱେଲ ପିନ୍ଧ ଫାଇଟିଂ କରୁଥିବାର ନଜର ଆସିବେ। ଏବେ କଟ୍ରିନାଙ୍କ ଟାୱେଲ ପିନ୍ଧା ଫଟୋକୁ ଏଡିଟ୍ କରି ଅଶ୍ଲୀଳ କରାଯାଇଥିବା ଜଣାଯାଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com