ଜାତୀୟ

ବାହାର ରାଜ୍ୟର ଧାନ ବେପାରୀ ଓ ଦଲାଲଙ୍କ ଉପରେ ତୀକ୍ଷ୍ଣ ନଜର

ବାହାର ରାଜ୍ୟର ଧାନ ବେପାରୀ ଓ ଦଲାଲଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ସମବାୟ ବିଭାଗ ନିର୍ଦ୍ଦେଶ ଦେଇଛି ।

ଛତିଶଗଡ଼ ସୀମାକୁ ଲାଗିଥିବା ନୂଆପଡା ଜିଲ୍ଲା, ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ବାଲେଶ୍ଵର ଜିଲ୍ଲା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ସୀମାକୁ ଲାଗିଥିବା ପାରଳାଖେମୁଣ୍ଡି, ଗଜପତି, ବ୍ରହ୍ମପୁର ଭଳି ଜାଗାରେ ସିଲ ପଏଣ୍ଟ କରି ଚେକିଂ କଡା କଡ଼ି କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି ସମବାୟ ବିଭାଗ ।

Related Articles

Back to top button
WP Twitter Auto Publish Powered By : XYZScripts.com