ମନୋରଞ୍ଜନ

କମଲ ରସିଦ ଖାନ ଓରଫ କେଆରକେଙ୍କୁ ମୁମ୍ବାଇ ପୁଲିସ ବିମାନବନ୍ଦରରୁ ଗିରଫ କରିଛି

ଅଭିନେତା ତଥା ପ୍ରଯୋଜକ କମଲ ରସିଦ ଖାନ ଓରଫ କେଆରକେଙ୍କୁ ମୁମ୍ବାଇ ପୁଲିସ ବିମାନବନ୍ଦରରୁ ଗିରଫ କରିଛି। ଗିରଫ କମଲଙ୍କ ବିରୋଧରେ ୨୦୧୬ରେ ଏକ ମାମଲା ରୁଜୁ ହୋଇଥିଲା।

ଏହି କାରଣରୁ ‌ସେ ଦେଶ ଛାଡ଼ି ଯାଇ ପାରି‌ବେ ନାହିଁ ବୋଲି କୋର୍ଟ ତାଙ୍କ ନିକଟରେ ସର୍ତ୍ତ ରଖିଥି‌ଲେ। ତେବେ କମଲ କୋର୍ଟଙ୍କ ନିର୍ଦ୍ଦେଶ ଭଙ୍ଗ କରି ନୂଆବର୍ଷ ପାଳନ କରିବା ପାଇଁ ଦେଶ ଛାଡ଼ି ଦୁବାଇ ଯାଉଥିଲେ। ପୁଲିସ ବି‌ଶେଷ ସୂତ୍ରରୁ ଖବର ପାଇବା ପରେ ବିମାନବନ୍ଦରରେ କମଲଙ୍କୁ ମାଡ଼ି ବସିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com