ଅନ୍ତର୍ଜାତୀୟ
କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦର ନିର୍ବାଚନରେ ଭାଗ ନେବାକୁ ଯାଉଛି

କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦର ରାଜନୈତିକ ଦଳ ‘ପାକିସ୍ତାନ ମାର୍କାଜି ମୁସଲିମ ଲିଗ’ ଆସନ୍ତା ନିର୍ବାଚନରେ ଭାଗ ନେବାକୁ ଯାଉଛି । ପାକିସ୍ତାନର ସମସ୍ତ ସଂସଦ ଓ ବିଧାନସଭା ଆସନରେ ନିର୍ବାଚନ ଲଢିବାକୁ ଦଳ ଘୋଷଣା କରିଛି ।
ହାଫିଜ ସଇଦର ପୁଅ ମଧ୍ୟ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଛି । ଏହି ଦଳ ନୱାଜ ସରିଫଙ୍କ ବିରୋଧରେ ପ୍ରାର୍ଥୀ ମଧ୍ୟ ଦେଇଛି ।