ମନୋରଞ୍ଜନ

ଶୁକ୍ରବାର ରିଲିଜ୍ ହୋଇଥିଲା ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର

ଶୁକ୍ରବାର ରିଲିଜ୍ ହୋଇଥିଲା ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’। ଏହି ଫିଲ୍ମର ଟିଜର ଓ ଟ୍ରେଲର ଧମାଲ ମଚାଇଥିବା ବେଳେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ାଇଥିଲା।

ଫିଲ୍ମଟି ୩ ଦିନରେ ୪୦୦ କୋଟି ଆୟର କରିଥିବା ଜଣାପଡ଼ିଛି। ବିଶ୍ବ ବକ୍ସ ଅଫିସ ଆୟକୁ ମିଶାଇଲେ ଫିଲ୍ମର ଆୟ ମୋଟ ୪୦୦ କୋଟି ହୋଇଥିବା ବେଳେ ଭାରତରେ ଫିଲ୍ମଟି ୨୦୮କୋଟି ଟଙ୍କା ଆୟ କରିଛି।

Related Articles

Back to top button
WP Twitter Auto Publish Powered By : XYZScripts.com