ଜାତୀୟ

ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ଉତ୍ସବ ମୁଖର ଅଯୋଧ୍ୟା ସହର

ରାମଲଲାଙ୍କ ମନ୍ଦିର ପ୍ରତିଷ୍ଠାକୁ ନେଇ ଉତ୍ସବ ମୁଖର ଅଯୋଧ୍ୟା ସହର । ସଜେଇ ହେଉଛି ଅଯୋଧ୍ୟା । ଆଉ ମାତ୍ର କିଛି ଦିନର ଅପେକ୍ଷା । ଜାନୁଆରୀ ୨୨ତାରିଖରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଆଉ ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି ।

ମନ୍ଦିର ପ୍ରତିଷ୍ଠାକୁ ଭବ୍ୟ ଓ ଦିବ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ହେଉଛି । ରାମ ଜନ୍ମଭୂମିରେ ବହୁ ପ୍ରତୀକ୍ଷିତ ରାମ ମନ୍ଦିର ହେଉଥିବାରୁ ସାରା ଦେଶରେ ହିନ୍ଦୁଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com