ଓଡ଼ିଶା

ଦକ୍ଷିଣ ଓଡ଼ିଶାକୁ କୁହୁଡ଼ି ସତର୍କତା

ରାଜ୍ୟରେ ଧିରେ ଧିରେ ଶୀତର ପ୍ରଭାବ କମିବାରେ ଲାଗିଥିବା ବେଳେ ଦିନକୁ ଦିନ କୁହୁଡ଼ି ବଢ଼ିବାରେ ଲାଗିଛି । ସେହିପରି ଅନେକ ସ୍ଥାନରେ ତାପମାତ୍ରା ବଢିଥିଲେ ବି ଶୀତଏ ଅନୁଭୂତି ଲାଗି ରହିଛି ।

ଘନ କୁହୁଡି ପାଇଁ ଲୋକମାନଙ୍କର ସକାଳୁ ଘରୁ ବାହାରିବା ମୁସକିଲ୍ ହୋଇପଡ଼ିଛି । ଏହାସହ ଲୋକମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହେବାକୁ ପଡୁଛି । ଏହାସହ ଆଗାମୀ ଦୁଇ ଦିନ ପାଇଁ ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ କୁହୁଡ଼ି ସତର୍କତା ଜାରି ଆଞ୍ଚଳିକ ପାଣି ବିଭାଗ କେନ୍ଦ୍ର ।

Related Articles

Back to top button
WP Twitter Auto Publish Powered By : XYZScripts.com