ମନୋରଞ୍ଜନ

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ସାଲାର’ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ସାଲାର’ବକ୍ସ ଅଫିସରେ ରେକର୍ଡ ଭାଙ୍ଗୁଛି। ମାତ୍ର ୩ ଦିନ ମଧ୍ୟରେ, ଏହି ଚଳଚ୍ଚିତ୍ରଟି ଭାରତୀୟ ପ୍ରେକ୍ଷାଳୟରେ ୨୦୦କୋଟିରୁ ଅଧିକ ରୋଜଗାର କରିଛି।

ନିକଟରେ ହାଇଦ୍ରାବାଦର ଜଣେ ମହିଳା ତାଙ୍କ ପରିବାର ସହିତ ଚଳଚ୍ଚିତ୍ର ଦେଖିବାକୁ ଯାଇଥିଲେ, କିନ୍ତୁ ଯେତେବେଳେ ଥିଏଟର କର୍ମଚାରୀମାନେ ତାଙ୍କ ପୁଅକୁ ପ୍ରେକ୍ଷାଳୟକୁ ନେବାକୁ ମନା କରିଦେଲେ। ଯାହା ପରେ ମହିଳା ଜଣଙ୍କ ରାଗିକି ଖପ୍ପା ହୋଇଗଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Related Articles

Back to top button