ରାଜନୀତି

ବେଆଇନ ମୋରମ ଚାଲାଣ ଅଭିଯୋଗରେ ବିଜେପି ନେତାଙ୍କୁ ଜୋରିମାନା

ବେଆଇନ ମୋରମ ଚାଲାଣ ଅଭିଯୋଗରେ ବିଜେପି ନେତାଙ୍କୁ ଜୋରିମାନା। ଯାଜପୁର ଜିଲ୍ଲା ଧର୍ମଶାଳାର ବିଜେପି ନେତା ତଥା ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରାଙ୍କ ଉପରେ ୨୨୮ କୋଟିରୁ ଅଧିକ ଟଙ୍କା ଜୋରିମାନା କରିଛି ଜିଲ୍ଲା ପ୍ରଶାସନ।

ଦର୍ପଣ ତହସିଲ ଅଧିନ ମାଣ୍ଡୁକା ପାହାଡ଼ରେ ବେଆଇନ ମୋରମ ଚାଲାଣ ହେଉଥିବାବେଳେ ଜିଲ୍ଲା ପ୍ରଶାସନ ରେଡ୍ କରିଥିଲା। ମୋରମ ଉତ୍ତୋଳନ କରୁଥିବା ଏସ୍କକା ଭେଟର ମେସିନ ଜବତ କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com