ରାଜନୀତି

୨୦୧୯ରେ ବଲାଙ୍ଗୀରରେ ବିଜେଡି ଲୋକସଭା ପ୍ରାର୍ଥୀ ହୋଇଥିବା କଳିକେଶ ନାରାୟଣ ସିଂହଦେଓ ଏଥର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି

୨୦୧୯ରେ ବଲାଙ୍ଗୀରରେ ବିଜେଡି ଲୋକସଭା ପ୍ରାର୍ଥୀ ହୋଇଥିବା କଳିକେଶ ନାରାୟଣ ସିଂହଦେଓ ଏଥର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି।

କଳିକେଶଙ୍କ ପାଇଁ ବାପା ଅନଙ୍ଗ ଉଦୟ ସିଂହଦେଓ ପ୍ରଚାର କରୁଛନ୍ତି । ନିର୍ବାଚନୀ ସଭାରେ ପୁଅ ପାଇଁ ଭୋଟ ମାଗୁଛନ୍ତି । ସେପଟେ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି ବିଧାୟକ ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର । ସମରେନ୍ଦ୍ର ରାଜନୀତିରେ ସେତେ ପୋଖତ ନଥିଲେ ମଧ୍ୟ ତାଙ୍କ ପାଖେ ପାଖେ ରହିଛନ୍ତି ବାପା ନରସିଂହ ମିଶ୍ର ।

Related Articles

Back to top button
WP Twitter Auto Publish Powered By : XYZScripts.com