ଜାତୀୟ

ନିଲାମ ହେବ ଦାଉଦର ସମ୍ପତ୍ତିି

ନିଲାମ ହେବ ଦାଉଦର ସମ୍ପତ୍ତିି । ମହାରାଷ୍ଟ୍ର ରତ୍ନଗିରିରେ ଥିବା ଦାଉଦର ସମ୍ପତିକୁ ଜାନୁଆରୀ ୫ରେ ନିଲାମ କରାଯିବ ବୋଲି ସୂଚନା ମିଳିଛି । ଏଥିସହ ମୁମ୍ବାଇରେ ଥିବା କିଛି ସମ୍ପତିକୁ ମଧ୍ୟ ବିଦେଶୀ ମୁଦ୍ରା ଅଧିନିୟମ ବା ଫେମା ଆଧାରରେ ନିଲାମ କରାଯିବ ।

ପୂର୍ବରୁ ଅଣ୍ଡରୱାଲ୍ଡ ଡନର ୧୧ରୁ ଅଧିକ ବେଶ ଦାମରେ ସମ୍ପତିକୁ ନିଲାମ କରାଯାଇଛି । ପରେ ୨୦୨୦ ମସିହାରେ ଆଉ ଦୁଇଟି ବହୁ ମୂଲ୍ୟ ବଙ୍ଗଳା ଓ ଦୁଇଟି ପେଟ୍ରୋଲ ନମ୍ପୀକୁ ନିଲାମ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com