ଜାତୀୟ

ଆୟୁଷ୍ମାନ ଭବ ଅଭିଯାନ ସମୟରେ ୫ କୋଟିରୁ ଅଧିକ ଆଭା ଆକାଉଣ୍ଟ ସୃଷ୍ଟି କରାଯାଇଛି

ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟରେ ଚଳିତ ଆୟୁଷ୍ମାନ ଭବ ଅଭିଯାନ ସମୟରେ ୫ କୋଟିରୁ ଅଧିକ ଆଭା ଆକାଉଣ୍ଟ ସୃଷ୍ଟି କରାଯାଇଛି ।

ଏହାବ୍ୟତୀତ ସମୁଦାୟ ୪ କୋଟି ୪୪ ହଜାର ୯୨ ହଜାର ଆୟୁଷ୍ମାନ କାର୍ଡ ସୃଷ୍ଟି ହୋଇଥିବା ବେଳେ ୧ ଲକ୍ଷ ୧୫ ହଜାର ୯୨୩ ଆୟୁଷ୍ମାନ ସଭା ଆୟୋଜନ କରାଯାଇଛି। ଏହା ୨୮.୧୨.୨୦୨୩ ପର୍ଯ୍ୟନ୍ତ ତଥ୍ୟକୁ ପ୍ରତିଫଳିତ କରୁଛି। ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଳାରେ ସମୁଦାୟ ଜନ ସମାଗମ ୧୧,୩୦,୯୮,୦୧୦ ରେ ପହଞ୍ଚିଛି।

Related Articles

Back to top button