ଓଡ଼ିଶା

ରାଜ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକପାଦ ଆଗକୁ ବଢିଛି ଓଡ଼ିଶା

ରାଜ୍ୟ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକପାଦ ଆଗକୁ ବଢିଛି ଓଡ଼ିଶା। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସକେୱାଇ ପରିସରକୁ ଆହୁରି ବ୍ୟାପକ କରିଛନ୍ତି ରାଜ୍ୟ ସରକାର। ଗ୍ରାମାଂଚଳର ପ୍ରାୟ ସମସ୍ତ ପରିବାର ଏହି ଯୋଜନାରେ ସାମିଲ ହେବେ।

‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନବୀନ କାର୍ଡ’ ଜରିଆରେ ବିଏସକେୱାଇରୁ ବଂଚିତ ହୋଇଥିବା ଗ୍ରାମାଂଚଳର ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ହସପିଟାଲଗୁଡିକରେ କ୍ୟାସଲେସ୍ ସୁବିଧା, ଅର୍ଥାତ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com