ଓଡ଼ିଶା

ଭିଜିଲାନ୍ସ ଜାଲରେ ବୌଦ୍ଧ RTO

ଭିଜିଲାନ୍ସ ଜାଲରେ ବୌଦ୍ଧ RTO । ଆୟ ବହିର୍ଭୁତ ସଂପତ୍ତି ଠୁଳ ମାମଲାରେ ବସନ୍ତ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହି ପରିପ୍ରେକ୍ଷୀରେ ବୌଦ୍ଧ ପରିବହନ କାର୍ଯ୍ୟାଳୟ ଆଗରେ ବାଜା ବଜାଇ ଖୁସି ମନେଇଛନ୍ତି ବିଭିନ୍ନ ସଂଗଠନ ।

ବସନ୍ତ ମହାପାତ୍ର ବୌଦ୍ଧକୁ ଆସିବା ଦିନ ଠାରୁ ତାଙ୍କୁ ବଦଳି କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ ଅନେକ ସଂଗଠନ । କାରଣ ଜିଲ୍ଲାରେ RTO ବାବୁଙ୍କର ଚାଲିଥିଲା ତାଲିବାନି ଶାସନ ।

Related Articles

Back to top button
WP Twitter Auto Publish Powered By : XYZScripts.com