ଜାତୀୟ

ସୁନୀଲ ଲହରୀଙ୍କୁ ଏହି ଭବ୍ୟ ସମାରୋହକୁ ନିମନ୍ତ୍ରଣ କରାଯାଇନି

ଜାନୁଆରୀ ୨୨ ରେ ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ଏହି ଭବ୍ୟ କାର୍ଯ୍ୟକ୍ରମ’କୁ ଭାରତୀୟ ଚଳଚ୍ଚିତ୍ର ଶିଳ୍ପର ୧୯ ଜଣ ବଡ ବଡ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି।

ଏହି ୧୯ ଜଣ କଳାକାରଙ୍କ ମଧ୍ୟରେ ୧୨ ତାରକା ବଲିଉଡର ଏବଂ ୭ ଜଣ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅଛନ୍ତି। କିନ୍ତୁ ଦୁଃଖର କଥା ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଶୋ’ ‘ରାମାୟଣ’ରେ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିଥିବା ଅଭିନେତା ସୁନୀଲ ଲହରୀଙ୍କୁ ଏହି ଭବ୍ୟ ସମାରୋହକୁ ନିମନ୍ତ୍ରଣ କରାଯାଇନି।

Related Articles

Back to top button