ଓଡ଼ିଶା

ଓଡ଼ିଶା କ୍ରିକେଟର ରଣଜୀ ଦଳ ଆଜି ଘୋଷଣା କରାଯାଇଛି

ଓଡ଼ିଶା କ୍ରିକେଟର ରଣଜୀ ଦଳ ଆଜି ଘୋଷଣା କରାଯାଇଛି । ଏହି ଦଳରେ ୧୫ ଜଣ ରହିଥିବା ସୂଚନା ମିଳିଛି । ତେବେ ବ୍ୟାଟର ଶାନ୍ତନୁ ମିଶ୍ରଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି ।

ଆସନ୍ତା ୫ ତାରିଖରେ ଓଡ଼ିଶାର ରଣଜୀ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ତେବେ ଏହାର ପ୍ରଥମ ମ୍ୟାଚ ଭଦୋଦ୍ରାରେ ହେବାକୁ ଯାଉଛି । ତେବେ ଏହି ପ୍ରଥମ ମ୍ୟାଚରେ ବରୋଦାକୁ ଭେଟିବାକୁ ଯାଉଛି ଓଡ଼ିଶା ।

Related Articles

Back to top button
WP Twitter Auto Publish Powered By : XYZScripts.com