ଓଡ଼ିଶା

ଏପ୍ରିଲ ୨୬ରୁ ଆରମ୍ଭ ହେବ ସିବିଏସଇ ଟର୍ମ-୨ ପରୀକ୍ଷା

ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୨୬ରୁ ଆରମ୍ଭ ହେବ ସିବିଏସଇ ଟର୍ମ-୨ ପରୀକ୍ଷା । ଏଥର ଗୋଟିଏ ସିଫ୍ଟରେ ପରୀକ୍ଷା ହେବ । ଦିନ ୧୦ : ୩୦ରୁ ଆରମ୍ଭ ହେବ ପରୀକ୍ଷା । ଉଭୟ ଦଶମ ଓ ଦ୍ୱାଦଶ ଶ୍ରେଣୀର ଦ୍ୱିତୀୟ ଟର୍ମ-୨ ପରୀକ୍ଷା ଅନୁଷ୍ଠିତ ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com