ଓଡ଼ିଶା

ରାଜ୍ୟରେ ଥିବା ୬୭୯୮ଟି ପଞ୍ଚାୟତର ଅନୁସୂଚିତ କ୍ଷେତ୍ର ବଢ଼ିବ

ଓଡ଼ିଶା ଗ୍ରାମ ପଞ୍ଚାୟତ ନିୟମ-୨୦୨୩ ଅନୁଯାୟୀ ଅନୁସୂଚିତ କ୍ଷେତ୍ର ସଂପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଚଳିତ ମାସରେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ଥିବା ୬୭୯୮ଟି ପଞ୍ଚାୟତର ଅନୁସୂଚିତ କ୍ଷେତ୍ର ବଢ଼ିବ ।

ଏ କ୍ଷେତ୍ରରେ କେଉଁ ପଞ୍ଚାୟତବାସଙ୍କ କ୍ଷେତ୍ରରେ କି ସମସ୍ୟା ସୃଷ୍ଟି ହେବ ସେନେଇ ମତାମତ ସଂଗ୍ରହ କରିବାକୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖାଯାଇଛି । ଜିଲ୍ଲାପାଳମାନେ ଲୋକଙ୍କଠାରୁ ମତାମତ ସଂଗ୍ରହ କରି ସରକାରଙ୍କୁ ଅବଗତ କରାଇବେ ।

Related Articles

Back to top button
WP Twitter Auto Publish Powered By : XYZScripts.com